ଭୁବନେଶ୍ୱର ଟଙ୍କା ବଦଳରେ ଛୁଆ ବିକ୍ରୀ ଘଟଣା

ରାଜଧାନୀରେ କିଛି ଦିନ ତଳେ ଏକ ବର୍ଷର ପୁଆକୁ ତାର ବାପା ଜଣେ ବ୍ୟକ୍ତିଙ୍କୁ ବିକ୍ରୀ କରିଦେଇଥିବା ଅଭୀଯୋଗ ହୋଇଥିଲା । ଏକ ବର୍ଷ ବାଳକର ମା ଜଣକ ନୟାପଲ୍ଲୀ ଥାନରେ ଏକ ମାମଲା ରୁଜୁ କରିଥିଲେ । ଏହି ଅଭୀଯୋଗ ଆଧାରରେ ଆଜି ନୟାପଲ୍ଲୀ ଥାନା ପୋଲିସ ଅଭିଯୁକ୍ତ ଶ୍ରୀନୀବାସକୁ ନୟାଗଡରୁ ଗିରଫ କରିଛି । ସୁଚନା ଅନୁଯାଇ ଏକବର୍ଷ ବାଳକଟିର ପିତା ତପନ ପଲାଇ ନୟଗଡର ଏକ ବ୍ୟକ୍ତିଙ୍କୁ ୫୦,୦୦୦ ଟଙ୍କା ବଦଳରେ ବାଳକଠିକୁ ବିକ୍ରୟ କରିଦେଇଥିଲେ ।ତେବେ ଏହି ଘଟଣାରେ ସେ ଖସିଯିବାକୁ ସକ୍ଷମ ହୋଇଛନ୍ତି । ଏବଂ ପୋଲିସ ପକ୍ôଷୁ ତାଙ୍କୁ ଧରିବାକୁ ପ୍ରୟାସ ଚାଲିଛି ।

Leave A Reply

Your email address will not be published.