ନୂତନ ଭାରତୀୟ ବାୟୁସେନା ର ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କଲେ ଏୟାର ମାର୍ଶଲ ଭି.ଆର ଚୌଧୁରୀ

ନୁଆଦିଲ୍ଲୀ, ସେପ୍ଟେମ୍ବର ୩୦ : ଏୟାର ଚିଫ୍ ମାର୍ଶଲ ଭି.ଆର ଚୌଧରୀ ବାୟୁସେନା(ଆଇଏଫ) ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରଛନ୍ତି, ଆଜି ଅବସର ନେଉଥିବା ଏୟାର ଚିଫ୍ ମାର୍ଶଲ ଆର.କେ. ଭଦୋଓରିଆଙ୍କ ସ୍ଥାନ ନେଇଛନ୍ତି । ଡିସେମ୍ବର ୨୯, ୧୯୮୨ ରେ ବାୟୁସେନାରେ ମାର୍ଶଲ ଚ ଚୌଧରୀଙ୍କୁ ଯୋଗ ଦେଇଥିଲେ।

gpkandhamal

ବିଦାୟୀ ମୁଖ୍ୟ ଆରକେଏସ୍ ଭଦୌରିଆଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏୟାର ମାର୍ଶାଲ ଚୌଧୁରୀଙ୍କର ରହିଛି ୩୮ଶହ ଘଣ୍ଟାର ଉଡ଼ାଣ ଅଭିଜ୍ଞତା,ବିଭିନ୍ନ ଫାଇଟର ଓ ଟ୍ରେନିଂ ଜେଟ୍ ଉଡ଼ାଣରେ ରହିଛି ତାଙ୍କର ବିଶେଷ ଦକ୍ଷତା ।

Umasankar Adv

୨୭ତମ ବାୟୁସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଏୟାର ମାର୍ଶାଲ ଭି.ଆର୍. ଚୌଧୁରୀ। ବିଦାୟୀ ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିଆଙ୍କ ଠାରୁ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଭାଇସ୍ ଚିଫ୍ ହେବା ଆଗରୁ ସେ ୱେଷ୍ଟର୍ଣ୍ଣ କମାଣ୍ଡ ଦାୟିତ୍ୱରେ ଥିଲେ । ମିଗ୍ ସିରିଜ୍ର ଟ୍ୱେଂଟି ଓ୍ୱାନ୍, ଟ୍ୱେଣ୍ଟି ନାଇଟ୍ ଫ୍ଲାଇଟ୍ ଉଡ଼ାଇବା ସହିତ ସୁଖୋଇ ବି ସେ ଉଡ଼ାଇଛନ୍ତି। କାରଗିଲ୍ ଯୁଦ୍ଧରେ ମଧ୍ୟ ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.