ବୈଷ୍ଣୋଦେ‌ବୀ ଧାମରେ ଦଳାଚକଟା, ଅନେକ ଶ୍ରଦ୍ଧାଳୁ ଆହତ

ନୂଆଦିଲ୍ଲୀ, ଜାନୁଆରୀ ୦୧ : ଜମ୍ମୁସ୍ଥିତ ମାତା ବୈଷ୍ଣୋଦେବୀ ଧାମରେ ଦଳଚକଟା ହୋଇଥିବା ଜାତୀୟ ଗଣମାଧ୍ୟମର ଖବରରୁ ଜଣାପଡ଼ିଛି। ଏଥିରେ ଅନେକ ଶ୍ରଦ୍ଧାଳୁ ଆହତ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ତେବେ ରିପୋର୍ଟ ଲେଖାଯିବା ବେଳକୁ ପୋଲିସ ଓ ସୁରକ୍ଷା ବାହିନୀର କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚିଛନ୍ତି। ଅଧିକ ତଥ୍ୟକୁ ଅପକ୍ଷୋ କରାଯାଇଛି।  ପୋଲିସ କଣ୍ଟ୍ରୋଲ ରୁମ ପକ୍ଷରୁ କୁହାଯାଇଛି ଯେ, ମାତା ବୈଷ୍ଣୋଦେବୀ ଧାମରେ ଦଳଚକଟା ହେବାରୁ କିଛି ଶ୍ରଦ୍ଧାଳୁଙ୍କ ଆହତ ହୋଇଛି। ଆହତମାନଙ୍କୁ ଉଦ୍ଧାର କରାଯାଉଛି।

Leave A Reply

Your email address will not be published.