ମତୁଆଲା ହୋଇ ଡ୍ୟାନ୍ସ କରୁଥିଲେ ଅଭିନେତ୍ରୀ ଉର୍ବଶୀ ରୌତେଲା, ଷ୍ଟେଜ୍ ଉପରେ ଖସିଗଲା ..

ମୁମ୍ବାଇ ୨୬।୪: ବଲିଉଡ୍ ଅଭିନେତ୍ରୀମାନେ ଅନେକ ଥର ଏମିତି ପୋଷାକ ପିନ୍ଧିଦିଅନ୍ତି ଯାହା ସେମାନଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଯାଏ । ଏମିତି କିଛି ଉର୍ବଶୀ ରୌତେଲାଙ୍କ ସହ ଘଟିଛି । ଅଭିନେତ୍ରୀ ଷ୍ଟେଜ୍ ଉପରେ ଡ୍ୟାନ୍ସ କରୁଥିବା ବେଳେ ତାଙ୍କ ଡ୍ରେସ୍ ତଳକୁ ଖସିପଡିଥିଲା । ଯାହା କ୍ୟାମେରାରେ କଏଦ ହୋଇଯାଇଥିଲା । ଉର୍ବଶୀ ରୌତେଲାଙ୍କ ଏହି ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓରେ ଉର୍ବଶୀ ଏକ ଗାଉନ୍ ପିନ୍ଧି ଷ୍ଟେଜ୍ ଉପରେ ଡ୍ୟାନ୍ସ କରୁଥିଲେ । ତାଙ୍କ ଡ୍ୟାନ୍ସକୁ ଦର୍ଶକ ବେଶ୍ ପସନ୍ଦ କରୁଥିଲେ । ଏହି ସମୟରେ ଉର୍ବଶୀ ସବୁଜ ରଙ୍ଗର ବ୍ୟାକ୍‌ଲେସ୍ ଅଫ୍ ସୋଲଡର ଗାଉନ୍ ପିନ୍ଧିଥିଲେ । ଅଭିନେତ୍ରୀ ତାଙ୍କ ଲୁକ୍‌ସକୁ ସୁନ୍ଦର କରିବା ପାଇଁ ହାଇ ପନି ମଧ୍ୟ କରିଥିଲେ । ଏହାସହ ଅଳ୍ପ ମେକଅପ୍ ମଧ୍ୟ ନେଇଥିଲେ ।

Leave A Reply

Your email address will not be published.