ବ୍ରିଟିଶ ପାଉଣ୍ଡର ଗନ ନୁହେଁ ଏଥର ସ୍ୱାଧୀନତା ଦିବସରେ ATAGS ତୋପରେ ଦିଆଯିବ ସଲାମୀ, ଜାଣନ୍ତୁ କାହିଁକି ଖାସ୍

ନୂଆଦିଲ୍ଲୀ ୧୧।୮: ଚଳିତବର୍ଷ ଲାଲକିଲ୍ଲାରେ ସ୍ୱାଧୀନତା ଦିବସ ପାଳନରେ ସ୍ୱଦେଶୀ ଆର୍ଟିଲାରୀ ଗନରୁ ୨୧ ତୋପ ସଲାମୀ ଦିଆଯିବ। ଏପର୍ଯ୍ୟନ୍ତ ଦ୍ୱିତୀୟ ବିଶ୍ୱଯୁଦ୍ଧକାଳର ବ୍ରିଟିଶ ପାଉଣ୍ଡର ଗନରୁ ଏହି ତୋପ ସଲାମୀ ଦିଆଯାଉଥିଲା। ସ୍ୱାଧୀନତାର ୭୫ ତମ ବାର୍ଷିକ ଅବସରରେ ପ୍ରଥମ ଥର ନୂଆ ପଦକ୍ଷେପ ନିଆଯାଇଛି। କେନ୍ଦ୍ର ପ୍ରତିରକ୍ଷା ସଚିବ ଡା. ଅଜୟ କୁମାରଙ୍କ ଅନୁସାରେ ରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ମେକ-ଇନ-ଇଣ୍ଡିଆରେ ଆଡଭାନ୍ସ ଟୋଡ ଆର୍ଟିଲାରୀ ଗନ ସିଷ୍ଟମ (ଏଟିଏଜିଏସ୍) ବିକଶିତ କରିଛନ୍ତି।

Leave A Reply

Your email address will not be published.