ଟ୍ଵିଟ୍‌ରେ ଟ୍ରେଣ୍ଡ ହେଉଛି #BoycottBrahamastra

ମୁମ୍ଵାଇ ୦୩।୦୯: ଫିଲ୍ମ ବ୍ରହ୍ମାସ୍ତ୍ରକୁ ନେଇ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳୁଛି । ଫିଲ୍ମ ରିଲିଜ୍‌ ଦିନକୁ ଆଗ୍ରହୀ ସହିତ ଅପେକ୍ଷା କରିଛନ୍ତି ।  କିନ୍ତୁ ଅନ୍ୟପଟେ ଫିଲ୍ମକୁ ନେଇ ବଏକଟ୍‌ର ଟ୍ରେଣ୍ଡ ମଧ୍ୟ ଚାଲିଛି। ପ୍ରକାଶ ଥାଉକି, ରଣବୀର କପୁର, ଆଲିଆ ଭଟ୍ଟ, ନାଗାର୍ଜୁନ, ଅମିତାଭ ବଚ୍ଚନ ଏବଂ ମୌନି ରୟଙ୍କ ଅଭିନୀତ ଚଳଚ୍ଚିତ୍ର ବିଷୟରେ ଏଭଳି ଏକ ଟୁଇଟ୍ ସାମ୍ନାକୁ ଆସିଛି। ଯାହା ଅନେକ ପ୍ରଶ୍ନ ଉଠାଇଛି। ଏହି ଟୁଇଟ୍ ଅନୁଯାୟୀ ପାକିସ୍ତାନ, କୁଏତ ଏବଂ କତାର ଭଳି ସ୍ଥାନରୁ ବ୍ରହ୍ମାସ୍ତ୍ରକୁ ବଏକଟ୍‌ କରାଯାଉଛି।

Leave A Reply

Your email address will not be published.