୨୦୨୩ରେ ହେବ ଆଥିଆ-ରାହୁଲଙ୍କ ବିବାହ

ମୁମ୍ଵାଇ ୦୭।୦୯: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁରଙ୍କ ବିବାହ ପରେ ଏବେ ବଲିଉଡ୍ ଅଭିନେତ୍ରୀ ଆଥିଆ ଶେଟ୍ଟୀଙ୍କ ବିବାହକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ଶୁଣିବାକୁ ମିଳୁଛି କି ଡିସେମ୍ବର ୨୦୨୨ରେ ସେ କ୍ରିକେଟର କେ.ଏଲ୍. ରାହୁଲଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ।କିନ୍ତୁ  ଏଭଳି ପରିସ୍ଥିତିରେ ସେମାନଙ୍କ ବିବାହର ନିର୍ଦ୍ଦିଷ୍ଟ ତାରିଖ ମଧ୍ୟ ଜଣା ପଡିଛି। ବିସିସିଆଇ ନିଜେ ଆଥିଆ ଏବଂ ରାହୁଲଙ୍କ ବିବାହ ତାରିଖ ବିଷୟରେ ପ୍ରକାଶ କରିଛି।

Leave A Reply

Your email address will not be published.