ଭୁଶୁଡିଲା ସାଂସ୍କୃତିକ ମଞ୍ଚ, ୫ ଶ୍ରମିକ ଆହତ

ଅନୁଗୁଳ ୧୭/୦୯: ଅନଗୁଳ ଖଦି ଗ୍ରାମଦ୍ୟୋଗ ନିକଟରେ ଥିବା ସାଂସ୍କୃତିକ ମଞ୍ଚ ଭୁଶୁଡ଼ିଲା । ଏହି ଘଟଣାରେ ୫ ଶ୍ରମିକ ଆହତ । ଆହତ ମାନେ ନାଲୋକ ହସ୍ପିଟାଲରେ ଭର୍ତ୍ତି । ସମସ୍ତଙ୍କର ଗୋଡ଼ ପ୍ଲାଷ୍ଟର ହୋଇଥିବା ଦେଖିବାକୁ ମିଳିଛି । ପାଖାପାଖି ୧୫ ଜଣ ଶ୍ରମିକ କାମ କରୁଥିଲେ । ଆହତ ଶ୍ରମିକ ମାନେ ହେଲେ ବିରେନ୍ଦ୍ର ବିଶ୍ୱାଳ, ବିମ୍ବାଧର ସାମଲ,ମହାରଗା ଭୁତିଆ,ଅକ୍ଷୟ ସାହୁ ଏବଂ ମନୋଜ ସାହୁ ।

Leave A Reply

Your email address will not be published.