ଲେଡି ଲଭ୍‌ଙ୍କ ଉପରୁ ନଜର ହଟାଉ ନାହାନ୍ତି କେ.ଏଲ୍‌ ରାହୁଲ

ମୁମ୍ଵାଇ ୧୧।୧୦: ଆଥିଆ ଶେଟ୍ଟୀ-କେ.ଏଲ୍‌ ରାହୁଲ। ଦୁହେଁ ତାଙ୍କ ଲଭ ଲାଇଫ୍‌କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି । ଗତ ୪ବର୍ଷ ଧରି ଭାରତୀୟ କ୍ରିକେଟ୍ ଦଳର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲଙ୍କୁ ଡେଟ୍ କରୁଛନ୍ତି। ସେମାନେ ଦୁହିଁଙ୍କ ସମ୍ପର୍କକୁ ନେଇ ଖୋଲାଖୋଲି ଭାବେ ନିଶ୍ଚିତ କରିଥିଲେ। କେବଳ ଏତିକି ନୁହେଁ, ଆଥିଆ ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ମ୍ୟାଚ୍‌ରେ କେ.ଏଲ୍ ରାହୁଲଙ୍କୁ ସମର୍ଥନ କରିବାକୁ ଯାଇଥିଲେ। ଯାହାର ଫଟୋ ଭାଇରାଲ୍‌ ହୋଇଥିଲା ।

Leave A Reply

Your email address will not be published.