Green Building Consortium ସଂସ୍ଥା ହାସଲ କଲା ଫାଇଭ ଷ୍ଟାର ସାର୍ଟିଫିକେଟ

କୋଲକାତା ଗ୍ରୀନ ବିଲଡିଂ କନ୍ସୋର୍ଟିୟମ୍ ହାସଲ କଲା ଫାଇଭ ଷ୍ଟାର ସାର୍ଟିଫିକେଟ। ଅର୍କେଟେକଚର ରମେଶ ଚନ୍ଦ୍ର ସ୍ବାଇଁଙ୍କୁ ମାନପତ୍ର ଦେଲେ କୋଲକାତାର ସତ୍ୟଜିତ୍ ରାୟ ଚଳଚ୍ଚିତ୍ର ତଥା ଟେଲିଭିଜନ ପ୍ରତିଷ୍ଠାନର ନିର୍ଦ୍ଦେଶକ ହିମାଂଶୁ ସେଖର ଖାଟୁଆ ।  ବିଲଡିଂ ଡିଜାଇନ୍ ପ୍ରାକୃତିକ ଆଲୋକ, ଭେଣ୍ଟିଲେସନ୍, ପ୍ରାକୃତିକ ଶକ୍ତି ଏବଂ ବର୍ଷା ଜଳର ଉପଯୁକ୍ତ ବ୍ୟବହାର,ପରିବେଶ ଏବଂ ପରିବେଶ ଅନୁକୂଳ ନିର୍ମାଣ ପଦ୍ଧତି ଏବଂ ଜୀବନଶ ଜୀବନଶୈଳୀ ପରି ସବୁଜ ବିଲ୍ଡିଂ ମାନଦଣ୍ଡ ପୂରଣ କରେ  ଏହି ସବୁଜ ବିଲ୍ଡିଂ କନ୍ସୋର୍ଟିୟମ୍ । ଏହି ଅବସରରେ ଗ୍ରୀନ ବିଲଡିଂ କନ୍ସୋର୍ଟିୟମର ଅଧକ୍ଷ ଏସ ଏସ ରୟ , ଅର୍କେଟେକଚର ସାଗର ମହାପାତ୍ର ଓ ସବ୍ୟସାଚୀ ମହାନ୍ତି ପ୍ରମୁଖ  ଉପସ୍ଥିତ ଥିଲେ ।

Leave A Reply

Your email address will not be published.