ପୂର୍ବତନ ଡିଜିପି ଶରତ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର – ପୂର୍ବତନ ଡିଜିପି ଶରତ ମିଶ୍ରଙ୍କର ପରଲୋକ । ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା । ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀ ସେ ଦୀର୍ଘଦିନ ଧରି ର’ ବା ରିସର୍ଚ୍ଚ ଏବଂ ଆନାଲିସିସ୍‌ ଓ୍ୱିଙ୍ଗ୍‌ ପାଇଁ କାମ କରିଥିଲେ । ଡିଜିପି ଭାବେ ବେଶ୍‌ ଦକ୍ଷତାର ସହ କାର୍ଯ୍ୟ କରିଥିଲେ । ସେ ୧୯୫୯ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ । ଓଡିଆ ସାହିତ୍ୟ ପାଇଁ ତାଙ୍କର ବେଶ୍ ଯୋଗଦାନ ଥିଲା ।

Leave A Reply

Your email address will not be published.