ଯୁବକଙ୍କୁ ପିଟିପିଟି ହତ୍ୟା, ଅଭିଯୁକ୍ତ ଫେରାର

ବଲାଙ୍ଗିର : ବଲାଙ୍ଗିରରେ ପୁଣି ଗଡିଲା ମୁଣ୍ଡ l ବଲାଙ୍ଗିର ଟାଉନ ଥାନା ବିଷ୍ଣୁମୁଣ୍ଡ ରେ ଯୁବକଙ୍କୁ ପିଟିପିଟି ହତ୍ୟା l ଏହି ସମୟ ର cctv ଫୁଟେଜ କୁ ନେଇ ପୋଲିସ ତଦନ୍ତ କରୁଛି l ହତ୍ୟାପରେ ଅଭିଯୁକ୍ତ କିପରି ମରଣାସ୍ତ୍ର ଧରି ଚାଲି ଚାଲି ଯାଉଛି l ପାନ ଦୋକାନୀ ମନୋଜ ନାଏକଙ୍କ ହତ୍ୟା କରି ସେହି ଗାଁର ଜଣେ ଅଭିଯୁକ୍ତ ଫେରାର ହୋଇଛି l ଏହି ସମୟରେ ବିଦ୍ୟୁତ ନ ଥିବାରୁ ଅନ୍ଧାର ହୋଇଥିବା ସମୟରେ ଦୋକାନ ଆଗରେ ମନୋଜ କୁ ଆକ୍ରମଣ କରିଥିଲା ଦୃବୁତ l ମନୋଜକୁ ଗୁରୁତର ଅବସ୍ଥା ରେ ଉଦ୍ଧାର କରି ବଲାଙ୍ଗିର ବଲାଙ୍ଗିର ଭୀମଭୋଇ ମେଡିକାଳ କଲେଜ ହସ୍ପିଟାଲ କୁ ଅଣାଯାଇଥିଲା l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l

Leave A Reply

Your email address will not be published.