ବଜ୍ରାଘାତରେ ୨ ମହିଳା ମୃତ, ବିଲରେ କାର୍ଯ୍ୟ କରୁଥିବା ବେଳେ ବଜ୍ରାଘାତ

ବରଗଡ଼ :  ବଜ୍ରାଘାତରେ ୨ ମହିଳା ମୃତ ।  ବିଲରେ କାର୍ଯ୍ୟ କରୁଥିବା ବେଳେ ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା । ବରଗଡ଼ ଜିଲ୍ଲା ଅତାବିରା ଥାନା ଖଇରପାଲି ଗ୍ରାମର ଶାନ୍ତି ଛତ୍ରିଆ ଏବଂ ଟୋପ ଗ୍ରାମର ଯଶୋଦା ମଲ୍ଲିକ ମୃତ । ଦୁଇ ମହିଳାଙ୍କୁ ଅତାବିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ଡ଼ାକ୍ତର ମୃତ ଘୋଷଣା କରିଛନ୍ତି  ।  ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅତାବିରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

057 code kasam
Leave A Reply

Your email address will not be published.