Browsing Category
KANDHAMAL NEWS
କନ୍ଧମାଳ ଜିଲା ରାଇକିଆଠାରେ ଅପରେଶନ ସିନ୍ଦୁରର ସଫଳତାକୁ ନେଇ ତ୍ରିରଙ୍ଗା ଶୋଭାଯାତ୍ରା
ରାଇକିଆ : କନ୍ଧମାଳ ଜିଲା ରାଇକିଆଠାରେ ସୋମବାର ଅପରେଶନ ସିନ୍ଦୁରର ସଫଳତାକୁ ନେଇ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଭାରତୀୟ!-->…
ବାଟବଣା ଦୁଇ ଦନ୍ତା: ଚିନ୍ତାରେ ଅଞ୍ଚଳବାସୀ
ଘୁ.ଉଦୟଗିରି: ଦୁଇ ଜଙ୍ଗଲୀ ଦନ୍ତାହାତୀ ବାଟ ବଣା ହୋଇ ଘୁ.ଉଦୟଗିରି ବନାଞ୍ଚଳର ବିଭିନ୍ନ ଜଙ୍ଗଲ ଘୁରି ବୁଲି ବ୍ୟାପକ ଫସଲ ନଷ୍ଟ କରିବା ସହ!-->…
କେବେ ଆରମ୍ଭ ହେବ ସିର୍କି ଡ୍ୟାମ୍ର ପୁନରୁଦ୍ଧାର କାର୍ଯ୍ୟ?
ଘୁ.ଉଦୟଗିରି: ଜଳସେଚନ ଅଭାବରୁ ସ୍ଥାନୀୟ ଅଞ୍ଚଳରେ ଚାଷ ଜମି ପଡ଼ିଆ ପଡୁଛି। ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ଚାଷୀ କ୍ଷତି ସହୁଛି।!-->…
ବିଧବା ଆଦିବାସୀ ବୃଦ୍ଧାଙ୍କ ସମେତ ତିନି ସଦସ୍ୟଙ୍କର ଭଙ୍ଗାରୁଜା ଘରେ ବିତୁଛି ଜୀବନ
ଘୁ. ଉଦୟଗିରି: କନ୍ଧମାଳ ଜିଲ୍ଲା କେ ନୂଆଗାଁ ବ୍ଲକ କୁଡୁତେଲି ପଞ୍ଚାୟତ ଅନ୍ତର୍ଗତ ବଲମରପଦା କଙ୍ଗଡ଼କାମ୍ବା ସାହିର ନୁନ୍ଦେ ପ୍ରଧାନ ଜଣେ!-->…
କନ୍ଧମାଳ ଜିଲ୍ଲା ଏବେ ଯୁବକ ଶୂନ୍ୟ
Kandhamal Special Report
ଘୁ.ଉଦୟଗିରି: ରେଳ, ଶିଳ୍ପ ବିହୀନ ପ୍ରାକୃତିକ ସୌନ୍ଦର୍ଯ୍ୟଭରା କନ୍ଧମାଳ ଜିଲ୍ଲାରେ ମାଳମାଳ!-->!-->!-->…
ମାଓବାଦୀ ଗେଟେଡ଼ାକୁ ଉଠାଇଲା ପୁଲିସ: ଅଜୟର ମୁକ୍ତି ପାଇଁ ପୁଲିସକୁ ୨୪ ଘଣ୍ଟା ମହଲତ, ଲାଗିଲା…
ବାଲିଗୁଡ଼ା/କୋଟଗଡ : କନ୍ଧମାଳ ପୁଲିସକୁ ମାଓଦମନ ଅଭିଯାନରେ ବଡ଼ ସଫଳତା ମିଳିଛି। ଗୁଇନ୍ଦା ସୂଚନା ଆଧାରରେ କନ୍ଧମାଳ-ରାୟଗଡ଼ା ଜିଲ୍ଲା !-->…
ଖର୍ଚ୍ଚ ହେଲାଣି ୫୦ ଲକ୍ଷ ଟଙ୍କା, ଖୋଲୁନି ଏଗ୍ରୋ ମଲ୍, ଚାଷୀ ମହଲରେ ଅସନ୍ତୋଷ
ଦାରିଙ୍ଗବାଡ଼ି : କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଏଗ୍ରୋ ମଲ୍ ଖୋଲିବାରେ ବିଳମ୍ବକୁ ନେଇ ଦେଖାଯାଇଛି ଅସନ୍ତୋଷ। ପ୍ରାୟ ୫୦ଲକ୍ଷ!-->…
ସାଙ୍ଗମେଳରେ ଗାଧୋଇଯାଇଥିଲେ ୫ ବର୍ଷର ଶିଶୁ କନ୍ୟା , ଆଉ ଫେରିଲେନି ଘରକୁ
ଖଜୁରୀପଡ଼ା : କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ କାବର ଗାଁ ବନ୍ଧରେ ଗାଧୋଇବାକୁ ଯାଇ ଜଣେ ୫ ବର୍ଷର ଶିଶୁକନ୍ୟାଙ୍କ ମୃତ୍ୟୁ!-->…
କାଳବୈଶାଖୀ ତାଣ୍ଡବ: ଉଡିଲା ସ୍କୁଲ ଛପର, ଛଟପଟ ହୋଇମଲେ ୯ ଗୋରୁ
ଖଜୁରିପଡ଼ା : ଖଜୁରିପଡ଼ା ବ୍ଲକ୍ ଅଞ୍ଚଳରେ ଶୁକ୍ରବାର କାଳବୈଶାଖୀ ପ୍ରଭାବରେ ଘରର ଛପର ଉଡ଼ିଯାଇଥିବା ବେଳେ କିଛି ସ୍ଥାନରେ ଗଛପଡ଼ି!-->…
ଖଣି ଖନନ ସର୍ଭେକୁ ନେଇ ତୀବ୍ର ଉତ୍ତେଜନା
ଦାରିଙ୍ଗବାଡ଼ି : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତ ବିଜାଲି ଗ୍ରାମରେ ଖଣି ଖନନ ପାଇଁ ଦୀର୍ଘ ଦିନ ହେଲା ସର୍ଭେ!-->…