ମାତଙ୍ଗି ବେଶରେ ଦର୍ଶନ ଦେଉଛନ୍ତି ଅଧିଷ୍ଠାତୀ ମା’ କଟକଚଣ୍ଡୀ

କଟକ : ଦର୍ଶନ ଦେଉଛନ୍ତି କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀ । ଶାରଦୀୟ ଷୋଡଶ ଉପଚାର ପୂଜାର ବେଶ କ୍ରମର ଷଷ୍ଠ ଦିବସରେ ମାତଙ୍ଗି ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ । ମା’ ଚର୍ତୁଭୁଜରେ ପଦ୍ମ, ଖଡ୍ଗ, ପାନପତ୍ର ଓ କଇଁଚି ଧାରଣ କରି ଭକ୍ତଙ୍କ ଦୁଃଖ ଦୂର କରୁଛନ୍ତି । ସେହିଭଳି ମା’ ଗଡଚଣ୍ଡୀ ଗଜଲକ୍ଷ୍ମୀ ବେଶରେ ଏବଂ ମା’ ଝଞ୍ଜିର ମଙ୍ଗଳା ବଗଳାମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।

Leave A Reply

Your email address will not be published.