ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

ଭୁବନେଶ୍ୱର,ସେପ୍ଟେମ୍ବର ୧୪: ଅନୁଗୁଲ – ତାଳଚେର ରୋଡରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଗହମ ବୋଝେଇ ଟ୍ରେନ୍‌ର ୬ ଟି ବଗି ଲାଇନଚ୍ୟୁତ ହୋଇଛି । ଏହାର ପ୍ରଭାବରେ ସମ୍ବଲପୁର-ଡେଙ୍କାନାଳ ରେଲ୍ ସେକସନ୍ ଅଧୀନରେ ଚଳାଚଳ ବାଧାପ୍ରାପ୍ତ ହୋଇଛି । ତେବେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ କାରଣରୁ ୧୨ ଟ୍ରେନ୍ ବାତିଲ କରାଯାଇଥିବା ବେଳେ ୮ ଟ୍ରେନ୍‌ର ଗତିପଥ ବଦଳା ଯାଇଛି । 

gpkandhamal

ମଙ୍ଗଳବାର ଦିନ ବଙ୍ଗୋପସାଗରରେ ଗଭୀର ଅବପାଦ ହେତୁ ପ୍ରବଳ ବର୍ଷା ହେତୁ ଅନୁଗୁଲ – ତାଳଚେର ରାସ୍ତା ମଧ୍ୟରେ ଅବନତି ଘଟିବା ପରେ ଚାରିଟି ଟ୍ରେନକୁ ବାତିଲ କରି ଅନ୍ୟ ଆଠଟି ଟ୍ରେନର ରୁଟକୁ ବାତିଲ କରାଯାଇଛି ।

Umasankar Adv

ଖବର ମୁତାବକ ଭୋଗରଣୀ ନିକଟରେ ଥିବା ପୋଲ ଧସିଥିବାରୁ ଲାଇନଚ୍ୟୁତ ହୋଇଛି ଟ୍ରେନ୍ । ଏହି ଦୁର୍ଘଟଣାରେ ଲୋକ ପାଇଲଟ ସମେତ ଅନ୍ୟ ଷ୍ଟାଫ୍ ସୁରକ୍ଷିତ ଥିବା ସୂଚନା ରହିଛି ।

Leave A Reply

Your email address will not be published.