ବୋଲେରୋରେ ଚାଲାଣ ହେଉଥିଲା ବିପୁଳ ପରିମାଣର ଗଞ୍ଜେଇ

ଧର୍ମଗଡ ୧୬/୦୩ : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ମହୁଲପାଟଣା ଘାଟିରେ ଦୁଇ କ୍ଵୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଏହାସହ ଏକ ବୋଲେରୋ ଗାଡିକୁ ମଧ୍ୟ ଜବତ କରାଯାଇଛି । ଭବାନୀପାଟଣା ଅବକାରୀ ସ୍କ୍ୱାର୍ଡର ପେଟ୍ରୋଲିଂ ସମୟରେ ଜବତ କରିଛି ଅବକାରୀ ବିଭାଗ । ତେବେ ପୋଲିସକୁ ଦେଖି ଚାଲାଣକାରି ମାନେ ଗାଡି ଛାଡି ଫେରାର ହୋଇଥିବା ସୂଚନା । ଗାଡି ଶହ ଗଞ୍ଜେଇ ଜବତ କରି ଅବକାରୀ ବିଭାଗର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.