ଆଜିଠୁ ଖୋଲିବ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର, ସେପ୍ଟେମ୍ବର ୬ : ଆଜିଠୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ । ସ୍ନାତକ, ସ୍ନାତକୋତ୍ତର, ଆଇଟିଆଇ, ଡିପ୍ଲୋମା ଓ ଇଞ୍ଜିନିୟରିଂର ସମସ୍ତ ଛାତ୍ରାତ୍ରୀ କ୍ଲାସ ରୁମରେ ପାଠ ପଠା ଆରମ୍ଭ କରିବେ । ତେବେ ଦୀର୍ଘ ୪ ମାସ ହେଲା କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା ।  ସେହିପରି ଅଗଷ୍ଟ ୯ ତାରିଖରୁ ଶେଷ ବର୍ଷର ଛାତ୍ରଛାତୀଙ୍କ ପାଇଁ କ୍ଲାସରୁମରେ ପାଠପଢା ଆରମ୍ଭ ହୋଇଥିଲା । ତେବେ କୋଭିଡ କଟକଣାରେ ଭିତରେ କ୍ଲାସ ରୁମରେ ପାଠପଢା ଯିବ । ସମସ୍ତେ କୋଭିଡର ଗାଇଡ ଲାଇନ ମାନିବାକୁ ପଡିବ । 

gpkandhamal

ଏହାସହିତ ମାସ୍କ ଓ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି । ଶିକ୍ଷାନୁଷ୍ଠାନରେ ହାତ ସାନିଟାଇଜ୍ ବ୍ୟବସ୍ଥା କରାଯାଇଛି । ପ୍ରତିଦିନ କ୍ଲାସରୁମକୁ ସାନିଟାଇଜ ମଧ୍ୟ କରାଯାଉଛି ।  

Umasankar Adv
Leave A Reply

Your email address will not be published.