ଭିଜିଲାନ୍ସ ଜାଲରେ କୋଟିରେ ଅଙ୍ଗନବାଡି ଦିଦି

ଭୁବନେଶ୍ୱର, ସେପ୍ଟେମ୍ବର ୧୪ : ଭିଜିଲାନ୍ସ ଜାଲରେ କୋଟିପତି ଅଙ୍ଗନବାଡି ଦିଦି । ଆୟ ବହିର୍ଭୂତ ସମ୍ପତ୍ତି ଠୁଲ ଅଭିଯୋଗରେ ଭିଜିଜାନ୍ସ ପକ୍ଷରୁ ଚଢାଉ କରାଯାଉଛି । ଉକ୍ତ ଅଙ୍ଗନବାଡି କର୍ମୀ ହେଉଛନ୍ତି କବିତା ମାଥ । ସେ କରୋଡକଣ୍ଟା ଅଙ୍ଗନବାଡି ସେଣ୍ଟରରେ କାର୍ଯ୍ୟ କରନ୍ତି । ତେବେ ଭିଜିଲାନ୍ସ ପକ୍ଷରୁ ତାଙ୍କ ବାସ ଭବନ ସମେତ ଏକାକାଳୀନ ୬ଟି ସ୍ଥାନକରେ ଚଉଉ କରାଯାଉଛି । 

gpkandhamal

ଭୁବନେଶ୍ୱର କେସୁରା ସ୍ଥିତ ଦୁଇ ମହଲା ଘର, ଝାରପଡା ସ୍ଥିିତି ୨ଟି ୩ ମହଲା ଘର, ଝାରପଡା ସ୍ଥିତ ଗୋଟିଏ ବିଲ୍ଡିଂରେ ଚଢାଉ କରାଯାଉଛି । ସେହିପରି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ସ୍ଥିତ ପୈତୃକ ଘର ଓ ଜଗତସିଂହପୁର ବାଲିକୁଦା ସ୍ଥିତ ଘରେ ଭିଡିଲାନ୍ସର ଟିମ୍ ଚଢାଉ କରୁଛନ୍ତି । 

Umasankar Adv

ତେବେ ଏହି ଚଢାଉ ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଥିବା ଜଣାପଡିଛି । ସେହିପରି ସମ୍ପତ୍ତିର ଆକଳନ ପରେ ସଠିକ୍ ତଥ୍ୟ ମିଳିପାଲ୍ୱ ବୋଲି ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.