ଗିରଫ ହେଲେ ଦୁଇ ମାଓବାଦୀ

ମାଲକାନଗିରି, ସେପ୍ଟେମ୍ବର 16 : ପୋଲିସକୁ ମିଳିଛି ସଫଳତା । ମାଲକାନଗିରି ଓ କୋରାପୁଟ ପୋଲିସ,ଏସଓଜି, ଡିଭିଏଫର ମିଳିତ ଚଢ଼ାଉରେ ଗିରଫ ହୋଇଛନ୍ତି ଦୁଇଜଣ ମାଓବାଦୀ ।ସେମାନେ ହେଲେ ମାଓବାଦୀ ଦୁବାଶିଷ ଶଙ୍କର ଓ ମହେନ୍ଦ୍ରଙ୍କୁ ଗିରଫ କରାଯାଇଛି ।

gpkandhamal

ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନର୍ଗତ ବୋଡଦ ଏବଂ କୁମୀଖାରି ଅଚଂଳରେ । ବିଶେଷ ସୁତ୍ରରୁ ଖବର ପାଇ ଅର୍ତକୀତ ଚଢାଉ ବେଳେ ଯବାନଙ୍କୁ ଦେଖି ତାଙ୍କ ଉପରକୁ ଅତର୍କିତ ଗୁଳି ଚାଳାଇଥିଲେ ନକ୍ସଲ ।

Umasankar Adv

ପୋଲିସ ମଧ୍ୟ ପାଲଟା ଜବାବ ଦେଇଥିଲା । ଫଳରେ ଘଟଣାସ୍ଥଳରୁ ବନ୍ଧୁକ ସହ ଅନେକ ମାଓ ସାମଗ୍ରୀ ଜବତ ହୋଇଛି ।

Leave A Reply

Your email address will not be published.