ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୨୮ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,ସେପ୍ଟେମ୍ବର ୧୭ : ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୨୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୬୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରୁ ସଂକ୍ରମିତ ହୋଇଥିବା ବେଳେ ୨୬୧ ଜଣ ସ୍ଥାନୀୟ ।ଞ୍ଚଳରୁ ସଂକ୍ରମିତ ହୋଇଛନ୍ତି । ଏଥିରେ ୯୬ ଜଣ ୧୮ ବର୍ଷରୁ କମ୍ କିଶୋର ରହିଥିବା ବେଳେ ଗତ ୨୪ ଘଣ୍ଟାରେ ୬୮୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

gpkandhamal

ରାଜ୍ୟରେ ଏବେ ୫୯୦୬ ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସିତ ହେଉଥିବାବେଳେ ଆଜିର ସଂକ୍ରମଣକୁ ମିଶଇ ମୋଟ ସଂକ୍ରମଣ ସଂଖ୍ୟା ୧୦,୧୮,୯୨୬ରେ ପହଁଞ୍ଚିଛି । ରାଜ୍ୟରେ ଏପର୍ଯ୍ୟନ୍ତ ୧୦,୦୪,୮୪୫ । 

Umasankar Adv

ଚିହ୍ନଟ ହୋଇଥିବା ୬୨୮ ସଂକ୍ରମଣ ମଧ୍ୟରୁ ଅନୁଗୋଳରୁ ୫, ବାଲେଶ୍ୱର୨୨ , ବରଗଡ ୭ , ଭଦ୍ରକ ୭ ,ବଲାଙ୍ଗୀର ୧ ,କଟକ ୭୨ ,ଦେଓଗଡ ୫ , ଗଜପତି ୨ ,ଗଞ୍ଜାମ ୧,ଜଗତ୍ସିଂହପୁର ୨୬ ,ଯାଜପୁର୧୯ , କେନ୍ଦ୍ରାପଡା ୯ , ଖୋର୍ଦ୍ଧା ୨୯୧ ,କୋରାପୁଟ ୧୬ ,ମୟୂରଭଞ୍ଜ ୨୨ ,ନୟାଗଡ଼ ୭ ,ପୁରୀ ୯ ,ରାୟାଗଡା ୪ ,ସମ୍ବଲପୁର ୮ ,ସୁନ୍ଦରଗଡ ୨୩ ଏବଂ ରାଜ୍ୟ ପୁଲ୍ ୬୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.