ସମସ୍ତ ପ୍ରକାର କ୍ରକେଟ୍‌ରୁ ଅବସର ନେଲେ ଆଇପିଏଲର ସବୁଠାରୁ ଦାମୀ ଖେଳାଳି କ୍ରିସ୍ ମୋରିସ୍

ନୂଆଦିଲ୍ଲୀ, ଜାନୁଆରୀ ୧୧ : ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର କ୍ରିସ୍ ମୋରିସ୍ ଖେଳର ସମସ୍ତ ଫର୍ମରୁ ଅବସର ଘୋଷଣା କରିଛନ୍ତି। ମୋରିସ୍ ଏବେ ତାଙ୍କର ଘରୋଇ ଦଳ ଟାଇଟାନ୍ସ ସହିତ କୋଚିଂ ଭୂମିକା ଗ୍ରହଣ କରିଛନ୍ତି। ସାମାଜିକ ଗଣାମଧ୍ୟମରେ ସେ ଲେଖିଛନ୍ତି “ଆଜି ମୁଁ ସମସ୍ତ ପ୍ରକାର କ୍ରିକେଟ୍ ରୁ ମୋର ଅବସର ଘୋଷଣା କରିଛି! ମୋ ଯାତ୍ରାରେ ଏକ ବଡ଼ ଭୂମିକା ଗ୍ରହଣ କରିଥିବା ସମସ୍ତଙ୍କୁ ଧନ୍ୟବାଦ! ଏବଂ ଟାଇଟାନ୍ସରେ କୋଚିଂ ଭୂମିକା ଗ୍ରହଣ କରି ଆନନ୍ଦିତ ଅଟେ।”

Leave A Reply

Your email address will not be published.