ବ୍ରହ୍ମଗିରିରେ ପଞ୍ଚାୟତ ନିର୍ବାଚନ ମତଦାନ ବେଳେ ଉତ୍ତେଜନା

ବ୍ରହ୍ମଗିରି ୧୬।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ଭୋଟିଂ ଜାରି ରହିଥିବା ବେଳେ ବ୍ରହ୍ମଗିରିରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା ।  ବାଲାଟ ବକ୍ସ ଉଠାଇନେଲେ ଦୁର୍ବୃତ୍ତ । ବ୍ରହ୍ମଗିରି ଚାପମଣିକ ପଂଚାୟତ କାଶୀଝରିଆ ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବ୍ରହ୍ମଗିରି ଚାପମଣିକ ପଂଚାୟତ କାଶୀଜରିଆ ଗାଁରେ ପ୍ରଥମ ପର୍ଯ୍ୟାୟରେ ମତଦାନ ଚାଲିଥିବା ବେଳେ ବାଲାଟ ବକ୍ସ ଉଠାଇନେଇଛନ୍ତି ଦୁର୍ବୃତ୍ତ । ୯ ନମ୍ବର ବୁଥରୁ ବାଲାଟ ବକ୍ସ ଉଠାଇ ନେଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.