ଚାଲିଛି ଫ୍ରେଣ୍ଡସ କ୍ଲବ ଫୁଲବାଣୀ ଦ୍ଵାରା ଆୟୋଜିତ ଦ୍ୱିତୀୟ ଟେଷ୍ଟ ମ୍ୟାଚ

ଫୁଲବାଣୀ : ଫୁଲବାଣୀ ଫ୍ରେଣ୍ଡ୍ସ କ୍ଲବ ଦ୍ୱାରା ଆୟୋଜିତ ହୋଇଥିବା ବହୁ ଚର୍ଚ୍ଚିତ ଦ୍ୱିତୀୟ ଟେଷ୍ଟ ମ୍ୟାଚ ମ୍ୟାଚର ପ୍ରଥମ ଦିନ ଖେଳ ସମାପ୍ତି ହୋଇଛି | ସୂଚନା ଅନୁସାରେ ଟିମ Dominator B ଟସ ଜିତି ବ୍ୟାଟିଂ ନିଷ୍ପତି ନେଇ ୪୦ ଓଭରେ ନିର୍ଧାରିତ ୧୯୨ ରନ ରେ ଅଲ ଆଉଟ ହୋଇଥିଲେ | ପରେ ଜବାବ ରେ Dominator A ବାକିଥିବା ୫ ଓଭରେ ୩ ଉଇକେଟ ହରାଇ ୧୮ ରନ ସଂଗ୍ରହ କରିଥିଲେ | ତେବେ ଏହି ମ୍ୟାଚ ଦେଖିବା ପାଇଁ ଏକପାଖ ଅଂଚଳରୁ ଶତାଧିକ କ୍ରିକେଟ ପ୍ରେମୀଙ୍କ ସମାଂଗମ ହୋଇଥିଲା | ତେବେ ଆଗାମୀ ଦିନରେ ଖେଳକୁ ଆହୁରି ରୋମାଞ୍ଚକର କରିବା ସହ ଅଧିକ ସଂଖ୍ୟାରେ ଦର୍ଶକ ମାନେ ଯୋଗ ଦେବେ ବୋଲି ଆୟୋଜକ ମାନେ କହିଛନ୍ତି |

Leave A Reply

Your email address will not be published.