ଦୌଡିଲେ କମେଡି କିଙ୍ଗ କପିଲ ଶର୍ମା

ବାଲିପାଟଣା ୨୨/୦୩: ବିଦ୍ୟୁତ୍‌ ଆଘାତରେ ଆସି ଜଣେ ଚାଷୀ ଗୁରୁତର ହୋଇଛନ୍ତି । ଗୁରୁତର ଚାଷୀ ହେଉଛନ୍ତି ଗାରେଡିପାଞ୍ଚଣ ଗ୍ରାମର ଗନ୍ଧର୍ବ ଭୋଇ । ଆଜି ସକାଳୁ ଗନ୍ଧର୍ବ ନିଜ ପରିବା କ୍ଷେତରେ ପାଣି ମଡାଉଥିବା ବେଳେ ବିଦ୍ୟୁତ୍‌ ଆଘାତ ଲାଗିଥିଲା । ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.