ରାଜଧାନୀରେ ମାତିଲେ ଦୁର୍ବୃତ୍ତ

ଭୁବନେଶ୍ୱର ୦୫/୦୪: ରାଜଧାନୀରେ ମାତିଲେ ଲୁଟେରା । SBI ଏଟିଏମକୁ ଲୁଟିନେଇଛନ୍ତି ଦୁର୍ବୃତ୍ତ । ଶିଶୁପାଳଗଡ଼ ଲିଙ୍ଗିପୁର ହାଉସିଂବୋର୍ଡ ଛକରେ ଥିବା SBI ଏଟିଏମକୁ ଲୁଟିନେଇଛନ୍ତି । ସୋମବାର ବିଳମ୍ୱିତ ରାତ୍ରିରେ ଘଟିଛି ଘଟଣା । ଏଟିଏମ୍ ଭିତରେ ଓ ବାହାରେ ପଡ଼ିଛି ଟେଣ୍ଡହାଉସ କପଡ଼ା ପଡିରହିଛି । ଏଟିଏମ୍ କୁ ଘୋଷାଡି ଘୋଷାଡି କିଛି ବାଟ ନେଇଛନ୍ତି ଦୁର୍ବୃତ୍ତ । ଖବର ପାଇ ପୋଲିସ ପହଞ୍ଚି ଘଟମାରେ ଛାନଭିନ ଜାରି ରଖିଛି ।

Leave A Reply

Your email address will not be published.