ବାଇକ ସହ ବାଇକ ମୁହାଁମୁହିଁ ଧକ୍କା, ଯୁବକ ମୃତ

ସୋରୋ ୧୩/୦୮: ବାଇକ ସହିତ ବାଇକ ମୁଁହାମୁହିଁ ଧକ୍କା । ଫଳରେ ଜଣେ ମୃତ ଜଣେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଛକରେ ଦୁଇଟି ବାଇକ ମୁଁହାମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକ ଆମ୍ବୁଲାନ୍ସରେ ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ନେଇଯାଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ନିକଟ ବିଦୁ ନିକଟରେ ମୃତ୍ୟୁ ହୋଇଥିବା ବେଳେ ସୋର ମେଡ଼ିକାଲଙ୍କୁ ଆଣିଥିଲେ । ମୃତ ବ୍ୟକ୍ତି ହେଉଛନ୍ତି ବୈଶିଙ୍ଗା କୁରୁଣିଆ ଗ୍ରାମର ହରିହର ସିଂ ।

Leave A Reply

Your email address will not be published.