ବିଜେପିର ସତ୍ୟାଗ୍ରହ, ବିଧାନସଭା ସମ୍ମୁଖରେ ଦେବ ଧାରଣା

ଭୁବନେଶ୍ବର ୧୭।୧୧ : ଗୁରୁବାରଠୁ ବିଜେପିର ସତ୍ୟାଗ୍ରହ । ବିଧାନସଭା ସମ୍ମୁଖରେ ଗୁରୁବାରଠୁ ସତ୍ୟାଗ୍ରହ କରିବ ବିଜେପି । ଏନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଖବର ଅନୁଯାୟୀ, ଚାଷୀଙ୍କ ସମସ୍ୟା ପ୍ରସଙ୍ଗକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ଭାରତୀୟ ଜନତା ପାର୍ଟି । ଖାସ୍‌ କରି ଧାନର ଅଭାବୀ ବିକ୍ରି, ଇନପୁଟ ସବସିଡି ଆଦି ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରିବ ବିଜେପି ।ଗୁରୁବାର ଦିନ ପ୍ରଥମେ ବିଧାନସଭା ସମ୍ମୁଖରେ ଆନ୍ଦୋଳ ହେବ । ଏହାପରେ ରାଜ୍ୟବ୍ୟାପୀ ଚାଷୀ ମେଳି କରିବ ବିଜେପି ।

Leave A Reply

Your email address will not be published.