ଗୁରୁଗାଓ ପହଂଚିଲା ୪ ଅକ୍ସିଜେନ ଟ୍ୟାଙ୍କର୍ସ

କରୋନା ଭାଇରସ ମହାମାରୀ କାରଣରୁ ଦେଶ ଏବେ ବଡ଼ ସଂକଟ ଦେଇ ଗତି କରୁଛି । ଦେଶର ଅଧିକାଂଶ ରାଜ୍ୟରେ ଅକ୍ସିଜେନ ସମସ୍ୟା ଥିବାରୁ ରୋଗୀଙ୍କର ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି । ଲୋକଙ୍କ ଜୀବନ ବଂଚାଇବାକୁ ଅନ୍ୟ ରାଜ୍ୟରୁ ଅମ୍ଲାଜାନ ଯୋଗାଣ କରାଯାଉଛି । ଗୁରୁଗାଓରେ ଅମ୍ଲାଜନଜନିତ ସମସ୍ୟା ଦୂର କରିବା ପାଇଁ ଗୁଜରାଟର ହପାଠାରୁ ୪ଟି ଅକ୍ସିଜେନ ଟ୍ୟାଙ୍କର୍ସ ଆସି ପହଂଚିଛି । ଏହି ଅକ୍ସିଜେନ ଟାଙ୍କର୍ସ ଗୁଡ଼ିକ ପହଂଚିବା ରୋଗୀ, ଡାକ୍ତର ଓ ପ୍ରଶାସନକୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । 

Leave A Reply

Your email address will not be published.