ବିଧାନସଭା ସାମ୍ନାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଷ୍ମନ୍ତଙ୍କ ମୃତ୍ୟୁ ଘଟଣାରେ ସଫେଇ ଦେଲା ଏସସିବି

ଭୁବନେଶ୍ୱର, ସେପ୍ଟେମ୍ବର 9 : ବିଧାନସଭା ସାମ୍ନାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଷ୍ମନ୍ତଙ୍କ ମୃତ୍ୟୁ ଘଟଣାରେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ରାତିରେ ପୋଷ୍ଟମର୍ଟମ ହୋଇଥିବା କଥା ସୁଚନା ଦେଲେ କଟକ ଏସସିବି ଜରୁରୀକାଳୀନ ଅଧିକାରୀ ଡ଼ାକ୍ତର ଭୁବନ ମହାରଣା 

gpkandhamal

ସେ ଏହା ମଧ୍ୟ କହିଛନ୍ତି ଯେ ଯେଉଁ ତ୍ରୁଟିପୁର୍ଣ୍ଣ ଅପରେସନ୍ ନେଇ ଅଭିଯୋଗ ଆସୁଛି ତାକୁ ଆମେ ଖଣ୍ଡନ କରୁଛୁ । ଦୁଷ୍ମନ୍ତଙ୍କୁ ଏକ ଡ଼ାକ୍ତରୀ ଟିମ୍ ବେଷ୍ଟ ଅଫ୍ ବେଷ୍ଟ ଚିକିସ୍‌ôା ଯୋଗାଇ ଦିଆଯାଇଥିଲା । କିନ୍ତୁ ତାଙ୍କୁ ବଚାଂଇ ହେଲାନାହିଁ ।

Umasankar Adv

 ତାଙ୍କ ଗୋଡ଼ରେ ଲାଗିଥିବା ଆଘାତ ଭଲ ହେବାକୁ ଦୀର୍ଘ ସମୟ ଲାଗିଥାନ୍ତା କିନ୍ତୁ ସେ ଅଧୌର୍ଯ୍ୟ ହୋଇ ଏମସ୍ ଯିବାକୁ ଚାହୁିଁଥିବାରୁ ତାଙ୍କୁ ରେଫର କରାଯାଇଥିଲା କିନ୍ତୁ ସେ ଗୁରୁତର ଅବସ୍ଥାରେ ଆସିଥିଲେ ଚେଷ୍ଟା ସତ୍ତେ ତାଙ୍କୁ ବଚାଂଇ ପାରିଲେନି । ତେବେ ସେ ଏହା ମଧ୍ୟ କହିଛନ୍ତି ଯେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ଅଧୀକ୍ଷକ ଏକ ଟିମ୍ କରିବେ ।ଯାହାଫଳରେ ସତ ସାମ୍ନାକୁ ଆସିପାରିବ ।

Leave A Reply

Your email address will not be published.