ଆଜି ପ୍ରକାଶ ପାଇବ ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା

ଭୁବନେଶ୍ୱର, ସେପ୍ଟେମ୍ବର 9 : ଆଜି ପ୍ରକାଶ ପାଇବ ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା । ବିନା ପରୀକ୍ଷାରେ ମାର୍କ ମିଳିଥିବାରୁ ଏବେ କେଉଁ କଲେଜରେ କେତେ କଟ ଅଫ ମାର୍କ ରହିବ ସେନେଇ ଛାତ୍ରଛାତ୍ରୀଙ୍କ ନଜର ରହିଛି ।

gpkandhamal

ତେବେ ପ୍ରଥମ ପର୍ଯ୍ୟାୟର ନାମଲେଖା ୧୩ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । କରୋନା କଟକଣା ଦୃଷ୍ଟିରୁ ଛାତ୍ରଛାତ୍ରୀଙ୍କ ବଦଳରେ ଅଭିଭାବକମାନେ କଲେଜକୁ ଆସି ନାମ ଲେଖାଇ ପାରିବେ।

Umasankar Adv

ସୁଚନା ଅନୁସାରେ କରୋନା କଟକଣା ମଧ୍ୟରେ ଚଳିତ ବର୍ଷ ବିନା ପରୀକ୍ଷାରେ ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ ପାଇଥଲା ତେଣୁ +୩ ଆଡ଼ମିଶନ ପାଇଁ ଅଗଷ୍ଟ ୨୦ ରୁ ଆବେଦନ ହୋଇ ଚଳିତ ୪ ତାରିଖରେ ଶେଷ ହୋଇଥିଲା ଏହି ପର୍ଯ୍ୟାୟ ।

Leave A Reply

Your email address will not be published.