ସେନାର ବିମାନରେ ଦୋଳି ଲଗାଇ ଝୁଲିଲେ ତାଲିବାନୀ

ସେନାର ବିମାନରେ ଦୋଳି ଲନୂଆଦିଲ୍ଲୀ, ସେପ୍ଟେମ୍ବର ୧୦ : ଆଫଗାନିସ୍ତାନରେ ତାଲିବାନୀ ଶାସନ ଆରମ୍ଭ ହୋଇଯାଇଛି । ତାଲିବାନୀମାନେ ଆଫଗାନିସ୍ତାନକୁ ଜବରଦଖଲ କଲା ପରେ ଗୋଟିଏ ପରେ ପରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏବେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ କି ତାଲିବାନୀମାନେ ମଜାମସ୍ତି କରୁଛନ୍ତି । ତାଲିବାନୀମାନେ ସେନାର ଏକ ବିମାନରେ ଦୋଳି ଲଗାଇ ଝୁଲୁଛନ୍ତି । 

gpkandhamal

ଅଗଷ୍ଟ ୩୧ରେ ଆଫଗାନିସ୍ତାନରୁ ଆମେରିକା ବିଦାୟ ନେବା ପରେ ତାଲିବାନୀମାନେ ସଂପୂର୍ଣ୍ଣ ସ୍ୱାଧୀନତା ଘୋଷଣା କରିଥିଲେ । ଏହା ପରେ ସେଠାରେ ନୂଆ ସରକାର ଗଠନ ନେଇ ଚର୍ଚ୍ଚା ଜୋର ଧରିଥିଲା । ସେନାର ବିମାନରେ ତାଲିବାନୀମାନେ ଦୋଳି ଲଗାଇ ଝୁଲୁଥିବା ଭିଡିଓକୁ ନେଇ ପ୍ରଶଂସକମାନେ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ।   

Umasankar Adv
Leave A Reply

Your email address will not be published.