୩ ଦିନିଆ ରିମାଣ୍ଡରେ ଗଲେ ପୂର୍ବତନ ବିଧାୟକ ଏମ.ଭି ପ୍ରସାଦ

ଭୁବନେଶ୍ୱର, ସେପ୍ଟେମ୍ବର 15 : ଗିରଫ ହୋଇଥିବା ଆନ୍ଧ୍ରର ପୂର୍ବତନ ଏମ୍‌ଏଲ୍‌ଏ ଏମ୍‌.ଭି.ପ୍ରସାଦଙ୍କ ଜାମିନ ଆବେଦନକୁ ଖାରଜ କରିଛି ସ୍ୱତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟ । ୨୦୧୯ ମସିହା ଚିଟ୍‌ଫଣ୍ଡ ମାମଲାରେ କ୍ରାଇମ୍‌ବ୍ରାଞ୍ଚ୍ ଏମ୍‌.ଭି ପ୍ରସାଦକୁଙ୍କୁ ଗିରଫ କରିଛି । 

gpkandhamal

ପୁର୍ବରୁ ତାଙ୍କ ନାମରେ ୩୫ ଲକ୍ଷରୁ ୪୦ ଲକ୍ଷ ଟଙ୍କାର ଅଭିଯୋଗ ରହିଛି ଏହି ମାମଲାରେ କ୍ରାଇମ୍‌ବ୍ରାଞ୍ଚକୁ ୩ ଦିନିଆ ରିମାଣ୍ଡ ଅନୁମତି ପ୍ରଦାନ କରାଯାଇଛି ।

Umasankar Adv

 ମାତ୍ର ୩ଦିନ ପାଇଁ ଅର୍ଥାତ ତାଙ୍କୁ ୧୫ ତାରିଖରୁ ରିମାଣ୍ଡରେ ନେଇ ୧୮ ତାରିଖ ଦିନ କୋର୍ଟରେ ହାଜର କରିବାକୁ ଓପିଆଇଡି କୋର୍ଟ ଆଦେଶ ଦେଇଛନ୍ତି । ପୂର୍ବରୁ ଏହି ମାମଲାରେ ଓପିଆଇଡଇ କୋର୍ଟ କ୍ରାଇମ୍‌ବ୍ରାଞ୍ଚ୍‌କୁ କେଶ୍ ଡାଏରୀ ଦାଖଲ କରିବାକୁ ଆଦେଶ ଦେଇଥିଲେ ।

Leave A Reply

Your email address will not be published.