ରାଜ୍ୟରେ ଖସୁଛି କରୋନା ଗ୍ରାଫ୍‌

ଭୁବନେଶ୍ୱର, ସେପ୍ଟେମ୍ବର ୧୫ : ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୫୭ କରୋନା ଆକ୍ରାନ୍‌ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୧୭୭୧୮ରେ ପହଞ୍ଚିଛି । ତେବେ ଆଜି କ୍ୱାରେଣ୍ଟାଇନରୁ ୨୬୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ ୧୯୨ ରହିଛି । ସେହିପରି ୧୮ ବର୍‌,ରୁ କମ ବୟସର ୭୩ ଜଣ ପଜିଟିଭ ରହିଛନ୍ତି । 

gpkandhamal

ଆଜି ଖୋର୍ଦ୍ଧାରୁ ୨୦୭, କଟକ ୪୪, ଅନୁଗୁଳ ୫, ବାଲେଶ୍ୱର ୨୮, ବରଗଡ ୪, ଭଦ୍ରକ ୧୦, ବଲାଙ୍ଗିର ୧, ଦେଓଗଡ ୩, ଢେଙ୍କାନାଳ ୧, ଜଗତସିଂହପୁର ୧୦, ଯାଜପୁର ୧୮, କେନ୍ଦ୍ରାପଡା ୩, କେନ୍ଦୁଝର ୩, କୋରାପୁଟ ୪, ମାଲକାନଗିରି ୧, ମୟୂରଭଞ୍ଜ ୧୯, ନବରଙ୍ଗପୁର ୪, ନୟାଗଡ ୪, ପୁରୀ ୭, ରାୟଗଡା ୭, ସମ୍ବଲପୁର ୩, ସୁନ୍ଦରଗଡ ୧୦,ଷ୍ଟେଟ ପୁଲ ୪୭ । 

Umasankar Adv

ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୧୦୧୭୭୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୫୯୪୮ରେ ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୦୩୬୦୩ ଜଣ ସୁସ୍ଥ ହୋଇଛନ୍ତି । 

Leave A Reply

Your email address will not be published.