ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ

ରାଇରଙ୍ଗପୁର , ସେପ୍ଟେମ୍ବର 17 : ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ୪ ଜଣ ଗଣଦୁଷ୍କର୍ମ କରିଥିବା ପୁର୍ବରୁ ଅଭିଯୋଗ ହୋଇଥିଲା । ତେବେ ଘଟଣାରେ ଆଜି ୪ ଜଣ ଗିରଫ କରିଛି ପୋଲିସ୍ । 

gpkandhamal

ଏହି ଘଟଣା ସାରା ଅଚଂଳରେ ଚାଞ୍ଚଲ୍ୟ ସୃଷ୍ଟି କରିଦେଇଛି । ସୁଚନା ଅନୁସାରେ, ଇଟାଭାଟି ନିକଟରେ ଖେଳୁଥିବା ବେଳେ ଟେକି ନେଇ ଦୁଷ୍କର୍ମ କରିଥିଲେ ଅଭିଯୁକ୍ତ । ତେବେ ଏହି ଘଟଣାକୁ ନେଇ ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ୨ ନାବାଳକ ସମେତ ୪ ଜଣଙ୍କୁ ଗିରଫ କରିଛି ପୋଲିସ । 

Umasankar Adv

ସୁଚନା ଅନୁସାରେ ରାଜ୍ୟରେ ପ୍ରତିଦିନ ଏପରି ଦୁଷ୍କର୍ମ ଖବର ଆସୁଥିବା ବେଳେ ବର୍ତ୍ତମାନ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି ।ଯାହାଫଳରେ ଦିନକୁ ଏକାଧିକ ମହିଳା ଏହି ଦୁଷ୍କର୍ମର ଶିକାର ହେଉଛନ୍ତି । 

Leave A Reply

Your email address will not be published.