ବାର୍ଷିକ ଦ୍ୱାଦଶ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ ସବୁ ଉଚ୍ଚମାଧ୍ୟମିକ ସ୍କୁଲମାନଙ୍କୁ ନିର୍ଦ୍ଦେଶ ଦେଲା CHSE

ଭୁବନେଶ୍ୱର, ଫେବୃଆରୀ ୮ : ବୋର୍ଡ ପରୀକ୍ଷା ପ୍ରସ୍ତୁତି, ବାର୍ଷିକ ଦ୍ୱାଦଶ ପରୀକ୍ଷା କରାଇବା ପାଇଁ ପ୍ରସ୍ତୁତ ରହିବାକୁ ସବୁ ଉଚ୍ଚମାଧ୍ୟମିକ ସ୍କୁଲ ଓ ଅନୁବନ୍ଧିତ କଲେଜ ମାନଙ୍କୁ ନିର୍ଦ୍ଦେଶ ଦେଇକ୍ତି ସିଏଚଏସସି । ଯଥାଶୀଘ୍ର ଦ୍ୱାଦଶ କ୍ୱାଟର ଏଣ୍ଡ ମାର୍କ ସାମସ୍ ପୋର୍ଟାଲରେ ଅପଲୋଡ୍ କରିବା ପାଇଁ ଅଧକ୍ଷ ମାନଙ୍କୁ ମଧ୍ୟ ନୋଟିସ୍ ଜାରି ସରିଛି । ୧୬ ତାରିଖ ମାର୍କ ଅପଲୋଡର ଶେଷ ତାରିଖ ରହିଛି । ଏପେଟ କିନ୍ତୁ ଦ୍ୱାଦଶ ପରୀକ୍ଷା ବାତିଲ୍ କରିବା ପାଇଁ ଛାତ୍ରଛାତ୍ରୀ ମାନେ ଅଡି ବସିଛନ୍ତି । ଏଭଳି ସ୍ଥିତିରେ ଆଗକୁ ପିଲାଙ୍କ ଭବିଷ୍ୟତ କଣ ହେବ ପ୍ରକୃତରେ ଏବର୍ଷ ପରୀକ୍ଷା ହେବ ନା ଗତ ବର୍ଷ ଭଳି ଏବର୍ଷ ବି ପରୀକ୍ଷା ବାତିଲ କରାଯିବ ତାହା ଉପରେ ସମସ୍ତଙ୍କ ନଜର ।

Leave A Reply

Your email address will not be published.