କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ବେସରକାରୀ ମେଡିକାଲ୍‌ କଲେଜ୍‌ର ଅଧା ସିଟ୍‌ ପାଇଁ ନିଆଯିବ ସରକାରୀ ଫିସ୍‌

ନୂଆଦିଲ୍ଲୀ, ୦୭/୦୩: ବେସରକାରୀ ମେଡିକାଲ୍‌ କଲେଜ୍‌କୁ ନେଇ କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି । ଦେଶର ସମସ୍ତ ବେସରକାରୀ ବା ପ୍ରାଇଭେଟ୍‌ ମେଡିକାଲ୍‌ କଲେଜ୍‌ର ଅଧା ସିଟ୍‌ ପାଇଁ ସରକାରୀ କଲେଜ୍‌ରେ ପାଠ ପଢ଼ିବା ପାଇଁ ହେଉଥିବା ଖର୍ଚ୍ଚ ଲାଗିବ । ଅର୍ଥାତ ସରକାରୀ କଲେଜ୍‌ରେ ଧାର୍ଯ୍ୟ ଫିସ୍‌ ଅନୁସାରେ ପ୍ରାଇଭେଟ୍‌ କଲେଜ୍‌ ଅଧା ଛାତ୍ରଛାତ୍ରୀଙ୍କ ଠାରୁ ଅର୍ଥ ନେବେ ।

Leave A Reply

Your email address will not be published.