ନିଆଁରେ ପୋଡ଼ି ୭ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୧୨/୦୩: ନିଆଁରେ ପୋଡ଼ି ହୋଇ ୭ ଜଣଙ୍କ ମୃତ୍ୟୁ । ବିଲମ୍ୱିତ ରାିତିରେ ଘଟିଛି ଏପରି ଅଘଟଣ । ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ କଲା ଆୟତ୍ତ । ଏପରି ଘଟଣା ଦିଲ୍ଲୀର ଗୋକୁଲପୁରୀ ଅଞ୍ଚଳରେ ଗତକାଲି ରାତିରେ ଘଟିଛି । କୌଣସି କାରଣରୁ ନିଆଁ ଲାଗିଯିବାରୁ ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଦିଲ୍ଲୀ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତକୁ ଆଣିଛି । ନିଆଁରେ ପୋଡ଼ି ହୋଇ ଯାଇଥିବା ସାତଜଣଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ ।

Leave A Reply

Your email address will not be published.