NATOକୁ ଜେଲେନସ୍କିଙ୍କ ଚେତାବନୀ

କିଭ୍ ୧୪ /୦୩ : ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ସୋମବାର ସକାଳେ ଚେତାବନୀ ଦେଇଛନ୍ତି । ସେ ନାଟୋ ଦେଶମାନଙ୍କୁ ଚେତାବନୀ ଦେଇ ଉପଯୁକ୍ତ ପଦକ୍ଷେପ ନେବାକୁ କହିଛନ୍ତି । ଏଥିସହ ଜେଲେନସ୍କି ଆହୁରି ମଧ୍ୟ କହିଛନ୍ତି ଯେ ଯଦି ନାଟୋ ଠିକ୍ ସମୟରେ ପଦକ୍ଷେପ ନ ନିଏ, ତେବେ ଋଷ ଏହାର ସଦସ୍ୟ ଦେଶଗୁଡ଼ିକୁ ଟାର୍ଗେଟ କରିବା ଆରମ୍ଭ କରିବ । ଜେଲେନସ୍କି ଏକ ଭିଡିଓ ବାର୍ତ୍ତାରେ ଏହି କଥା କହିଛନ୍ତି । ୟୁକ୍ରେନର ଆକାଶରେ ନୋ-ଫ୍ଲାଏ ଜୋନ୍ ଘୋଷଣା କରିବାକୁ ସେ ନାଟୋକୁ ମଧ୍ୟ ଅନୁରୋଧ କରିଛନ୍ତି । ଋଷର ଆକ୍ରମଣ ପୋଲାଣ୍ଡ ସୀମା ନିକଟରେ ଏକ ୟୁକ୍ରେନ ସାମରିକ ବେସକୁ ଟାର୍ଗେଟ କରିବାର ଗୋଟିଏ ଦିନ ପରେ ଜେଲେନସ୍କିଙ୍କ ବିବୃତ୍ତି ଆସିଛି । ଜେଲେନସ୍କି କହିଛନ୍ତି ଯେ ଯଦି ଆପଣ ଆମର ଆକାଶକୁ ବନ୍ଦ କରନ୍ତି ନାହିଁ, 

Leave A Reply

Your email address will not be published.