ମହଙ୍ଗା ପଡିଲା ଦଳ ବିରୋଧୀ କାର୍ଯ୍ୟ ..

କନ୍ଧମାଳ : ୨୨.୦୩.୨୦୧୨ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ସସ୍‌ପେଣ୍ଡ ହେଲେ କନ୍ଧମାଳ ଜିଲ୍ଲା ଫୁଲବାଣୀ ମ୍ୟୁନିସିପାଲର ୱାର୍ଡ ନ -୦୩ର ପୂର୍ବତନ କାଉନସିଲର ଭାଗବତ ବେହେରା ଏବଂ ୧୦ ନମ୍ବର ୱାର୍ଡର ପୂର୍ବତନ କାଉନସିଲର ଶ୍ରୀ ଶ୍ରୀବଚ୍ଛ ବେହେରା ବିଜୁ ଜନତା ଦଳରୁ ନିଲମ୍ବିତ ହୋଇଛନ୍ତି ।  ଦଳ ବିରୋଧୀ କାର୍ଯ୍ୟ କରିଥିବା ମହଙ୍ଗା ପଡ଼ିଛି । ଏନେଇ କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଶ୍ରୀ ସରୋଜ କର୍ଣ୍ଣ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । 

Leave A Reply

Your email address will not be published.