୧୨ ଘଣ୍ଟିଆ ତାଳଚେର ଓ ପାଲଲହଡ଼ା ବନ୍ଦ

ଅନୁଗୁଳ ୧୧/୧୧: ଆଜି ତାଳଚେର ଉପଖଣ୍ଡ ଏବଂ ପାଲଲହଡ଼ା ଉପଖଣ୍ଡ ୧୨ ଘଣ୍ଟିଆ ବନ୍ଦ। ତାଳଚେର ଓକିଲ ସଂଘ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। ସକାଳ ୬ରୁ ଆରମ୍ଭ ହୋଇଥିବା ଏବି ବନ୍ଦ ପାଳନ ସନ୍ଧ୍ୟା ୬ଟା ଯାଏ ଚାଲିବ । ଗତ ୨୬ ତାରିଖରେ ତାଳଚେର CASI ଓକିଲ ମାନଙ୍କ ନାଁରେ ଲଗାଇଥିବା ମିଥ୍ୟା ମକଦମା ପ୍ରତ୍ୟାହାର ଦାବିରେ ଏହି ବନ୍ଦ ପାଳନ ହେଉଛି। ଯଦି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ସେଥିପାଇଁ ଅନୁଗୋଳ ଏସ.ପି ଏବଂ ଜିଲ୍ଲା ପ୍ରଶାସନ ଦାୟି ରହିବେ ବୋଲି କହିଛନ୍ତି ତାଳଚେର ଓକିଲ ସଂଘ। ଓକିଲ ମାନଙ୍କ ନାଁରେ ଲାଗିଥିବା ଦଫା ପ୍ରତ୍ୟାହାର ଏବଂ ତାଳଚେର ସିଏଏସଆଇଙ୍କୁ ନିଲମ୍ବନ କରିବାକୁ ଦାବି କରାଯାଇଛି।…

Leave A Reply

Your email address will not be published.