ଲମତାପୁଟ ପୋଲିସ୍ କୁ ବଡ଼ ସଫଳତା

ଲମତାପୁଟ ୧୧/୧୧: ଲମତାପୁଟ ପୋଲିସ୍ କୁ ବଡ଼ ସଫଳତା । ଲମତାପୁଟ ଅଞ୍ଚଳରୁ ମହାରାଷ୍ଟ୍ର ଗଂଜେଇ ଚୋରା ବେଳେ କଡ୍ରି ମନ୍ଦିର ନିକଟରେ ମାଡିବସିଲା ପୋଲିସ । ପେଟ୍ରୋଲିଂ ସମୟରେ ଦ୍ରୁତ ଗତିରେ ଆସୁଥିବା କାରକୁ ଅଟକାଇ ଥିଲା ପୋଲିସ । ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳ ଜଣକୁ କାବୁ କରିଛି ପୋଲସ୍ । ଏବଂ କାରକୁ ଯାଞ୍ଚ କରିବାରୁ ୨୧ କେଜି ଗଂଜେଇ ଜବତ କରିଛି ପୋଲିସ । ଅଟକ ଯୁବକ ଜଣକ ଜୟପୁର ବାରିଣୀପୁଟର ଉପେନ୍ଦ୍ର ଖରା ବୋଲି ଜଣା ପଡିଛି । ଜବତ ଗଂଜେଇର ମୂଲ୍ୟ ୨ଲକ୍ଷ ରୁ ଅଧିକା ହେବ ବୋଲି ପୋଲିସ ସୂଚନା ଦେଇଛି ।

Leave A Reply

Your email address will not be published.