ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ୟୁଥ୍ ରେଡକ୍ରସ ଓ ଓଡିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ

କନ୍ଧମାଳ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ୟୁଥ୍ ରେଡକ୍ରସ ଓ ଓଡିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ପ୍ରଧାନ ଏବଂ ସମ୍ମାନିତ ଅତିଥି ଭାବେ ସଂଯୋଜକ ସୁକାନ୍ତ କୁମାର ବେହେରା , ସୁନୀଲ ସେଠୀ, ବିଷ୍ଣୁ ଚରଣ ମଲ୍ଲିକ, ଭାଗିରଥି ସେଠୀ, ପ୍ରବୀଣ ବେହେରା,ବ୍ଲଡ୍ ବ୍ଯାଙ୍କ ଅଫିସର ଡାଃ ଜୟ ଦୀପ ଘୋଷ , ରେଡକ୍ରସର ସମସ୍ତ ଭଲିଣ୍ଟର ଓ ଓଡ଼ିଶା ମୋ ପରିବାର ର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ଏହି ରକ୍ତଦାନ ଶିବିରରେ ସର୍ବ ମୋଟ ୪୦ ୟୁନିଟ ରକ୍ତ ସଂଗ୍ରହ ହଇଥିଲା ।

Leave A Reply

Your email address will not be published.