Browsing Category

ଓଡିଶା

ଭିଜିଲାନ୍ସ ପଞ୍ଝାରେ ସିଏସ୍ଓ, ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ

ଖଲ୍ଲିକୋଟ ୨୦।୦୬: ଭିଜିଲାନ୍ସ ଜାଲରେ ସିଏସ୍ଓ । ଖାଦ୍ୟ ଓ ଯୋଗାଣ ବିଭାଗର ସିଏସ୍‌ଓ ଅନାଦି ଚରଣ ସେଠୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍‌…

ଓଡିଶାରୁ ପଶ୍ଚିମବଙ୍ଗକୁ ହେଉଥିଲା ଗୋ-ଚାଲାଣ: ୬୦ରୁ ଅଧିକ ଗୋରୁ ଉଦ୍ଧାର, ଡ୍ରାଇଭର ଅଟକ

ଜଳେଶ୍ୱର ୨୦/୦୬: ଓଡିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରାଚାଲାଣ ବେଳେ ମାଡିବସିଲା ପୋଲିସ । ଗୋରୁ ବୋଝେଇ ୧୦ଚକିଆ ଟ୍ରକ ଜବତ ହେବା ସହ…

ଜଗନ୍ନାଥ ପ୍ରେମୀଙ୍କ ଭକ୍ତିକୁ କୁଠାରଘାତ, ଇସ୍କନ ଜାରି କଲା ମହାପ୍ରଭୁଙ୍କ ଅନବସରର ବ୍ୟଙ୍ଗ ଚିତ୍ର

ପୁରୀ,୨୦/୦୬: ମହାପ୍ରଭୁଙ୍କ ଅନବସର ନେଇ ଇସ୍କନ ପକ୍ଷରୁ ଜାରି ହୋଇଥିବା ଏକ ବ୍ୟଙ୍ଗଚିତ୍ରକୁ ଶ୍ରୀମନ୍ଦିର ସେବାୟତମାନେ ବିରୋଧ କରିଛନ୍ତି…

ଅପରାହ୍ନରେ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ, ୨ ଦିନର ରହଣୀ ପରେ କରିବେ ବିଦେଶ ଗସ୍ତ

ଭୁବନେଶ୍ୱର ୧୮।୦୬ : ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ । ସାଢ଼େ ଗୋଟାଏରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ମୁଖ୍ୟମନ୍ତ୍ରୀ ନବୀନ…

ହରିଶ୍ଚନ୍ଦ୍ର ଟଙ୍କା ଆତ୍ମସାତ୍ ଘଟଣା: ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଲମ୍ୱିତ

ପଟ୍ଟାମୁଣ୍ଡାଇ ୧୮/୦୬: ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ହରିଶ୍ଚନ୍ଦ୍ର ଟଙ୍କା ଆତ୍ମସାତ ଘଟଣା ଆକ୍ସନ ମୋଡ଼ ରେ ଜିଲ୍ଲା ପ୍ରଶାସନ ।…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା: ମୁଣ୍ଡରେ ରହିଛି କ୍ଷତଚିହ୍ନ, ଭାଙ୍ଗିଯାଇଛି…

ସୋରୋ ୧୮/୦୬: ପୂର୍ବ ଶତ୍ରୁତାକୁ ନେଇ ଜଣେ ଯୁବକଙ୍କୁ ହତ୍ୟା । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ରିଆ…

ଭାରସାମ୍ୟ ହରାଇ ଓଲଟିଲା ପରିବା ବୋଝେଇ ଟ୍ରକ, କାଚ ଭାଙ୍ଗି ବାହାରିଲେ ଡ୍ରାଇଭର

ବିନିକା ୧୮।୦୬ : ଭାରସାମ୍ୟ ହରାଇ ଓଲଟିଲା ପରିବା ବୋଝେଇ ଟ୍ରକ ।  ଅଳ୍ପକେ ବର୍ତ୍ତିଲେ ଟ୍ରକ ଡ୍ରାଇଭର । ସୋନପୁର ଜିଲ୍ଲା ବିନିକା ଥାନା…

ଚାଷ ଜମିରୁ ପୋଡା ନରକଙ୍କାଳ ମିଳିବା ଘଟଣା, ମୃତ ଯୁବତୀଙ୍କ ସ୍କେଚ୍ ଜାରି: ଚିହ୍ନିଲେ ମିଳିବ…

ଟିଟଲାଗଡ ୧୮/୦୬: ମୃତ ଯୁବତୀଙ୍କ ସ୍କେଚ୍ ଜାରି ସହ ପୁରସ୍କାର ରାଶି ଘୋଷଣା କଲା ବଲାଙ୍ଗିର ଜିଲ୍ଲା ପୋଲିସ। ୨୦୨୧ ମସିହା ଫେବ୍ରୁଆରୀ ୨୩…